କ୍ୟାପିଟାଲ ହସ୍ପିଟାଲ୍‌ରେ ଏମିତି ଚାଲିଛି ଚିକିତ୍ସା : ଅସ୍ତ୍ରୋପଚାରର ୪ ବର୍ଷ ପରେ ଗର୍ଭବତୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ପିଛା ଛାଡୁନି ବିବାଦ। ସମସ୍ୟା ଜାରି ରହିଥିବା ବେଳେ ଏବେ ଅସ୍ତ୍ରୋପଚାରକୁ ନେଇ ଉଠିଛି ପ୍ରଶ୍ନ। ଜଣେ ମହିଳା ୪ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଏବେ କିନ୍ତୁ ଦୁଇ ମାସର ଗର୍ଭବତୀ। ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ପୁରୀ … Continue reading କ୍ୟାପିଟାଲ ହସ୍ପିଟାଲ୍‌ରେ ଏମିତି ଚାଲିଛି ଚିକିତ୍ସା : ଅସ୍ତ୍ରୋପଚାରର ୪ ବର୍ଷ ପରେ ଗର୍ଭବତୀ